Lamentations 3:23 — Compare Translations
5 translations compared side by side
Odia - 1840
"ତାହା ପ୍ରତି ପ୍ରଭାତ ରେ ନୂତନ ହାଇେଥାଏ ଓ ସଦାପ୍ରଭୁଙ୍କର ବିଶ୍ବସ୍ତତା ମହାନ୍ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେସବୁ ପ୍ରତି ପ୍ରଭାତରେ ନୂତନ; ତୁମ୍ଭର ବିଶ୍ଵସ୍ତତା ମହତ ।
Odia Bible ERV 2004 (ପବିତ୍ର ବାଇବଲ)
ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।
Odia IRV 2017 (ଓଡିଆ ବାଇବେଲ)
ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।