Lamentations 3:27 — Compare Translations

5 translations compared side by side

Odia - 1840
"ୟୌବନ କାଳରୁ ସଦାପ୍ରଭୁଙ୍କର ୟୁଆଳି ବହନ କରିବା ଉତ୍ତମ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୌବନ କାଳରେ ଯୁଆଳି ବହିବାର ମନୁଷ୍ୟର ମଙ୍ଗଳ ।
Odia Bible ERV 2004 (ପବିତ୍ର ବାଇବଲ)
ଯୌବନ କାଳରୁ ସଦାପ୍ରଭୁଙ୍କର ଯୁଆଳି ବହନ କରିବା ଉତ୍ତମ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୌବନ କାଳରେ ଯୁଆଳି ବୋହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ।
Odia IRV 2017 (ଓଡିଆ ବାଇବେଲ)
ଯୌବନ କାଳରେ ଯୁଆଳି ବୋହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ।