Lamentations 3:47 — Compare Translations
5 translations compared side by side
Odia - 1840
"ଆମ୍ଭମାନେେ ଭୟଭୀତ ହାଇେଅଛୁ, ଆମ୍ଭମାନେେ ଖାତ ରେ ପଡ଼ିଅଛୁ ଓ ଆମ୍ଭମାନେେ ଆହତ ଓ ବିନଷ୍ଟ ହାଇେଅଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେମାନେ ଭୟଭୀତ ହୋଇଅଛୁ, ଆମ୍ଭେମାନେ ଖାତରେ ପଡ଼ିଅଛୁ ଓ ଆମ୍ଭେମାନେ ଆହତ ଓ ବିନଷ୍ଟ ହୋଇଅଛୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି।
Odia IRV 2017 (ଓଡିଆ ବାଇବେଲ)
ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି।