Lamentations 3:50 — Compare Translations
5 translations compared side by side
Odia - 1840
"ଯେ ପର୍ୟ୍ଯନ୍ତ ସଦାପ୍ରଭୁ, ସ୍ବର୍ଗରୁ ନିରୀକ୍ଷଣ ଓ ଦେଖି ନାହାଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଯାଏ, ମୋର ଚକ୍ଷୁ ଅବିଶ୍ରା; ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଯେପର୍ଯ୍ୟନ୍ତ ସଦାପ୍ରଭୁ, ସ୍ୱର୍ଗରୁ ନିରୀକ୍ଷଣ ଓ ଦେଖି ନାହାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଯାଏ, ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ସେଯାଏ, ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ।