Lamentations 3:54 — Compare Translations

5 translations compared side by side

Odia - 1840
"ମାେ ମସ୍ତକ ଉପ ରେ ଜଳ ବହିଗଲା ଓ ମୁଁ କହିଲି, ମୁଁ ଶଷେ ହଲିେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋʼ ମସ୍ତକର ଉପର ଦେଇ ଜଳ ବହିଗଲା; ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି ।
Odia Bible ERV 2004 (ପବିତ୍ର ବାଇବଲ)
ମୋ’ ମସ୍ତକ ଉପରେ ଜଳ ବହିଗଲା ଓ ମୁଁ କହିଲି, “ମୁଁ ଶେଷ ହେଲି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋʼ ମସ୍ତକର ଉପର ଦେଇ ଜଳ ବହିଗଲା ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି।
Odia IRV 2017 (ଓଡିଆ ବାଇବେଲ)
ମୋ’ ମସ୍ତକର ଉପର ଦେଇ ଜଳ ବହିଗଲା ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି।