Lamentations 3:7 — Compare Translations

5 translations compared side by side

Odia - 1840
"ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ମୋର ଚାରିଆଡ଼େ ବେଢ଼ା ଦେଇଅଛନ୍ତି, ମୁଁ ବାହାରି ଯାଇ ନ ପାରେ; ସେ ମୋହର ଶୃଙ୍ଖଳ ଭାରୀ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁ ମୋତେ ଭାରି ଶୃଙ୍ଖଳରେ ବାନ୍ଧି ଭିତରେ ଅବରୁଦ୍ଧ କରିଅଛନ୍ତି, ଫଳରେ ମୁଁ ବାହାରି ଯାଇପାରିବି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରିଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରି ଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।