Leviticus 15:32 — Compare Translations
5 translations compared side by side
Odia - 1840
"ଧାତୁ ସ୍ରାବ ଓ ବିର୍ୟ୍ଯ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହାଦ୍ବାରା ଅଶୁଚି ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରମେହ ରୋଗୀର ଓ ବୀର୍ଯ୍ୟପତନରେ ଅଶୁଚି ଲୋକର,
Odia Bible ERV 2004 (ପବିତ୍ର ବାଇବଲ)
ଧାତୁ ସ୍ରାବ ଓ ବିର୍ଯ୍ୟ କ୍ଷରଣ ହେଉଥିବା ଲୋକମାନଙ୍କ ପାଇଁ ଏହିସବୁ ବିଧି। ଏବଂ ଏହା ଦ୍ୱାରା ଅଶୁଚି ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,
Odia IRV 2017 (ଓଡିଆ ବାଇବେଲ)
ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,