Leviticus 21:20 — Compare Translations
5 translations compared side by side
Odia - 1840
"କି କୁଜା, କି ବାମନ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କି କୁଜା, କି ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, କି ଜାଦୁ ରୋଗୀ, କି କାଛୁ ରୋଗୀ, କି ଭଗ୍ନକୋଷ;
Odia Bible ERV 2004 (ପବିତ୍ର ବାଇବଲ)
କି କୁଜା, କି ବାମନ, କି ଖୁଣ ଥିବା ଚକ୍ଷୁ, କି ଯାଦୁରୋଗୀ, କି କାଛୁରୋଗୀ, କି ଭଗ୍ନକୋଷ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କୁଜା, ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, ଜାଦୁ ରୋଗୀ, କାଛୁ ରୋଗୀ, ଭଗ୍ନକୋଷ;
Odia IRV 2017 (ଓଡିଆ ବାଇବେଲ)
କୁଜା, ବାମନ, ଅବା ଯାହାର ଚକ୍ଷୁରେ ଖୁଣ ଅଛି, ଜାଦୁ ରୋଗୀ, କାଛୁ ରୋଗୀ, ଭଗ୍ନକୋଷ;