Leviticus 25:24 — Compare Translations
5 translations compared side by side
Odia - 1840
"ଲୋକମାନେ ସମାନଙ୍କେର ଭୂମି ବିକ୍ରଯ କରିପାରନ୍ତି, ମାତ୍ର ପରିବାର ସହେି ଜମି ସର୍ବଦା ଫରେିପାଇବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ସେମାନଙ୍କର ଭୂମି ବିକ୍ରୟ କରି ପାରନ୍ତି, ମାତ୍ର ପରିବାର ସେହି ଜମି ସର୍ବଦା ଫେରି ପାଇବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭେମାନେ ଆପଣାମାନଙ୍କ ଅଧିକୃତ ଦେଶର ସମସ୍ତ ଭୂମି ମୁକ୍ତ କରିବାକୁ ଦେବ।