Leviticus 25:48 — Compare Translations
5 translations compared side by side
Odia - 1840
"ତବେେ ସେ ବ୍ଯକ୍ତି ପରେ ମୁକ୍ତ ହାଇପୋରିବ। ତାହାର ଜ୍ଞାତ ମଧ୍ଯରୁ କହେି ତାକୁ ମୁକ୍ତ କରିପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ ।
Odia Bible ERV 2004 (ପବିତ୍ର ବାଇବଲ)
ତେବେ ସେ ବ୍ୟକ୍ତି ପରେ ମୁକ୍ତ ହୋଇ ପାରିବ। ତାହାର ଜ୍ଞାତି ମଧ୍ୟରୁ କେହି ତାକୁ ମୁକ୍ତ କରି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।
Odia IRV 2017 (ଓଡିଆ ବାଇବେଲ)
ତେବେ ସେହି ବିକ୍ରୟ ଉତ୍ତାରେ ତାହାର ମୁକ୍ତି ହୋଇ ପାରିବ; ତାହାର ଜ୍ଞାତି ମଧ୍ୟରୁ କେହି ତାହାକୁ ମୁକ୍ତ କରି ପାରିବ।