Leviticus 26:7 — Compare Translations
5 translations compared side by side
Odia - 1840
"ତୁମ୍ଭମାନେେ ତୁମ୍ଭମାନଙ୍କ ଶତୃକୁ ଘଉଡାଇ ଦବେ। ସମାନେେ ତୁମ୍ଭମାନଙ୍କର ଖଡ୍ଗ ରେ ଧରାଶାଯୀ ହବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ଼୍ଗରେ ପଡ଼ିବେ ।
Odia Bible ERV 2004 (ପବିତ୍ର ବାଇବଲ)
“ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ଖଡ଼୍ଗରେ ଧରାଶାୟୀ ହେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।
Odia IRV 2017 (ଓଡିଆ ବାଇବେଲ)
ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।