Leviticus 7:24 — Compare Translations
5 translations compared side by side
Odia - 1840
"ସମାନଙ୍କେୁ ମଧ୍ଯ କୁହ ଯେ, ସମାନେେ ଗୋଟିଏ ପଶୁର ସ୍ବାଭାବିକ ମୃତ୍ଯୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ବାରା ବିଦୀର୍ଣ୍ଣ ହାଇେ ମୃତ୍ଯୁ ହାଇେଥିଲା ଖାଇବା ଉଚିତ୍ ନୁହଁ। ସହେି ମଦେ ଅନ୍ୟ କୌଣସି କାର୍ୟ୍ଯ ରେ ବ୍ଯବହାର କରାୟାଇପା ରେ, ମାତ୍ର ସମାନେେ ତାହା ଭୋଜନ କରିବା ଉଚିତ୍ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସ୍ଵୟଂମୃତ ବା ପଶୁ ଦ୍ଵାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କୁ ମଧ୍ୟ କୁହ ଯେ, ସେମାନେ ଗୋଟିଏ ପଶୁର ସ୍ୱାଭାବିକ ମୃତ୍ୟୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ୱାରା ବିଦୀର୍ଣ୍ଣ ହୋଇ ମୃତ୍ୟୁ ହୋଇଥିଲା ତାହା ଖାଇବା ଉଚିତ୍ ନୁହଁ। ସେହି ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ମାତ୍ର ସେମାନେ ତାହା ଭୋଜନ କରିବା ଉଚିତ୍ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ପଶୁର ମେଦ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରେ; ମାତ୍ର ତୁମ୍ଭେମାନେ କୌଣସିମତେ ତାହା ଭୋଜନ କରିବ ନାହିଁ।