Leviticus 7:36 — Compare Translations
5 translations compared side by side
Odia - 1840
"ସମାନେେ ଅଭିଷିକ୍ତ ହେଲାପରେ ସଦାପ୍ରଭୁ ଏହା ସମାନଙ୍କେୁ ଦବୋପାଇଁ ଇଶ୍ରାୟେଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମ ରେ ତାହା ସମାନଙ୍କେର ଅଂଶ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ । ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଅଭିଷିକ୍ତ ହେଲା ପରେ ସଦାପ୍ରଭୁ ଏହା ସେମାନଙ୍କୁ ଦେବା ପାଇଁ ଇସ୍ରାଏଲ ଲୋକମାନଙ୍କୁ ଆଦେଶ ଦେଲେ। ପୁରୁଷାନୁକ୍ରମରେ ତାହା ସେମାନଙ୍କର ଅଂଶ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ।”
Odia IRV 2017 (ଓଡିଆ ବାଇବେଲ)
ସେ ସେମାନଙ୍କୁ ଅଭିଷେକ କରିବା ଦିନ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣଠାରୁ ତାହା ଦତ୍ତ ହେବା ନିମନ୍ତେ ଆଜ୍ଞା ଦେଲେ। ତାହା ସେମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ଦେୟ।