Leviticus 7:37 — Compare Translations

5 translations compared side by side

Odia - 1840
"ହାମବେଳି, ଶସ୍ଯ ନବୈେଦ୍ଯ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦ ନି ଯୋଗର୍ଥକ ବିଷଯ ରେ ଏହିସବୁ ବ୍ଯବସ୍ଥା ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହୋମବଳି, ଭକ୍ଷ୍ୟ-ନୈବେଦ୍ୟ ଓ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା;
Odia Bible ERV 2004 (ପବିତ୍ର ବାଇବଲ)
ହୋମବଳି, ଶସ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି, ମଙ୍ଗଳାର୍ଥକ ବଳି ଓ ପଦନିଯୋଗାର୍ଥକ ବିଷୟରେ ଏହିସବୁ ବ୍ୟବସ୍ଥା ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା।
Odia IRV 2017 (ଓଡିଆ ବାଇବେଲ)
ହୋମବଳି, ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି, ଦୋଷାର୍ଥକ ବଳି ଓ ପଦନିଯୋଗାର୍ଥକ; ପୁଣି ମଙ୍ଗଳାର୍ଥକ ବଳିର ଏହି ବ୍ୟବସ୍ଥା।