Leviticus 7:4 — Compare Translations

5 translations compared side by side

Odia - 1840
"ଆଉ ସେ ଯାଜକ ଦୁଇ ଗୁରୁଦା ଓ ମଦେ ଉପରିସ୍ଥିତ ଓ ପାଶର୍‌ବସ୍ଥ ମଦରେ ପଛ ମାଂସପେଶୀର ନିମ୍ନଭାଗ ଓ ମଦରେ ଆଚ୍ଛାଦିତ ୟକୃତ ନଇେ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚଯ ବାହର କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ତହିଁ ଉପରିସ୍ଥିତ ପାର୍ଶ୍ଵସ୍ଥ ମେଦ ଓ ଦୁଇ ଗୁରୁଦା ସହିତ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ନେଇ ଉତ୍ସର୍ଗ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ ସେ ଯାଜକ ଦୁଇ ଗୁରୁଦା ଓ ମେଦ ଉପରିସ୍ଥିତ ଓ ପାର୍ଶ୍ୱସ୍ଥ ମେଦର ପଛ ମାଂସପେଶୀର ନିମ୍ନଭାଗ ଓ ମେଦର ଆଚ୍ଛାଦିତ ଯକୃତ ନେଇ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚୟ ବାହାର କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଦୁଇ ଗୁର୍ଦା ସହିତ ଯକୃତର ଉପରିସ୍ଥ ଅନ୍ତପ୍ଲାବକ ନେଇ ଉତ୍ସର୍ଗ କରିବ।
Odia IRV 2017 (ଓଡିଆ ବାଇବେଲ)
ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଓ ଦୁଇ ଗୁର୍ଦା ସହିତ ଯକୃତର ଉପରିସ୍ଥ ଅନ୍ତପ୍ଲାବକ ନେଇ ଉତ୍ସର୍ଗ କରିବ।