Luke 1:16 — Compare Translations

7 translations compared side by side

Odia - 1840
"ଯୋହନ ଅନକେ ଇଶ୍ରାୟେଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫରେି ଆସିବାକୁ ସାହାୟ୍ଯ କରିବେ। ପ୍ରଭୁ ସମାନଙ୍କେର ପରମେଶ୍ବର ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ଵରଙ୍କ ପ୍ରତି ଫେରାଇବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଓ ସେ ଇଶାୟେଲ ଜାତିର ଅନେକ ଲୋକଙ୍କୁ ସେମାନଙ୍କର ପ୍ରଭୁ ଈଶ୍ୱରଙ୍କ ନିକଟକୁ ଫେରାଇ ଆଣିବେ।
Odia Bible ERV 2004 (ପବିତ୍ର ବାଇବଲ)
“ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ।
Odia IRV 2017 (ଓଡିଆ ବାଇବେଲ)
ଆଉ ବାପ୍ତିଜକ ଯୋହନ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ୱରଙ୍କ ପ୍ରତି ଫେରାଇବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಸ್ರಾಯೆಲಾಚ್ಯಾ ಸುಮಾರ್ ಲೊಕಾಕ್ನಿ ತೊ ತೆಂಚ್ಯಾ ದೆವ್ ಸರ್ವೆಸ್ವರಾಕ್ಡೆ ಫಾಟಿ ಪರ್‍ತುನ್ ಹಾನ್ತಾ.