Luke 1:20 — Compare Translations
7 translations compared side by side
Odia - 1840
"ଏବେ ଶୁଣ! ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ଯ ବୋଲି ପ୍ରମାଣିତ ହବେ। ଏବେ ତୁମ୍ଭେ ମୂକ ହାଇଯେିବ। ଯେ ପର୍ୟ୍ଯନ୍ତ ଏସବୁ ନ ଘଟିଛି, ସେ ପର୍ୟ୍ଯନ୍ତ ତୁମ୍ଭମାନେେ କହିବା ଶକ୍ତି ହ ରଇେ ବସିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖ, ଏହିସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ଵାସ କଲ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ମୋର ଏହି ସମ୍ବାଦ ଯଥା ସମୟରେ ସତ୍ୟ ପ୍ରମାଣିତ ହେବ। ତୁମେ ଏହା ବିଶ୍ୱାସ କଲ ନାହିଁ। ତୁମର ଏହି ଅବିଶ୍ୱାସ ହେତୁ ତୁମେ କଥା କହି ପାରିବ ନାହିଁ। ଏହି ପ୍ରତିଜ୍ଞା ସଫଳ ନ ହେବା ଯାଏ ତୁମେ ମୂକ ହୋଇ ରହିବ।”
Odia Bible ERV 2004 (ପବିତ୍ର ବାଇବଲ)
ଏବେ ଶୁଣ! ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହି ସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಮಾ ಎಳಾಕ್ ಖರೆ ಹೊತಲ್ಯಾ, ಮಿಯಾ ಸಾಂಗಲ್ಲ್ಯಾ ಖಬ್ರೆರ್ ತಿಯಾ ವಿಶ್ವಾಸ್ ಕರುಕ್ನೆ, ಹೆಚೆಸಾಟ್ನಿ ಮಿಯಾ ಸಾಂಗಲ್ಲಿ ಗೊಸ್ಟ್ ಖರಿ ಹೊಯ್ ಪತರ್ ತುಕಾ ಬೊಲುಕ್ ಹೊಯ್ನಾ; ತಿಯಾ ಮುಕ್ಕೊ ಹೊವ್ನ್ ರ್ಹಾತೆ”, ಮನುನ್ ಸಾಂಗ್ಲ್ಯಾನ್.