Luke 1:23 — Compare Translations

7 translations compared side by side

Odia - 1840
"ଜିଖରିୟଙ୍କ ସବୋକାର୍ୟ୍ଯର ସମୟ ଶଷେ ହାଇଯେିବା ପରେ ସେ ଘରକୁ ଫରେିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଗୃହକୁ ପ୍ରସ୍ଥାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମନ୍ଦିରରେ ତାଙ୍କର ଉପାସନା ସମୟ ଶେଷ ହେବା ପରେ ଜିଖରିୟ ଗୃହକୁ ଫେରିଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾಚ್ಯಾ ಗುಡಿತ್ ಕಾಮ್ ಕರ್‍ತಲಿ ಪಾಳಿ ಸರಲ್ಲ್ಯಾ ತನ್ನಾ ಜೆಕರಿಯಾ ಅಪ್ನಾಚ್ಯಾ ಘರಾಕ್ ಗೆಲೊ.