Luke 1:26 — Compare Translations
7 translations compared side by side
Odia - 1840
"ଏଲୀଶାବେଥଙ୍କର ଗର୍ଭର ଷଷ୍ଠମାସ ଚାଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତ ରେ ବାସ କରୁଥିବା ଜଣେ କୁମାରୀକନ୍ଯା ପାଖକୁ ପରମେଶ୍ବର ଦୂତ ଗାବ୍ରୀଯଲଙ୍କେୁ ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଷଷ୍ଠ ମାସରେ ଗାବ୍ରିଏଲ ଦୂତ ଈଶ୍ଵରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପ୍ରେରିତ ହେଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଏଲିଶାବେଥ୍ ଗର୍ଭବତୀ ହେବାର ଷଷ୍ଠ ମାସରେ ଈଶ୍ୱର ସ୍ୱର୍ଗଦୂତ ଗାବ୍ରିଏଲ୍କୁ ଗାଲିଲୀର ନାଜରିତ ନାମକ ସହରକୁ ପଠାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
କୁମାରୀ କନ୍ୟା ମରିୟମ ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
Odia IRV 2017 (ଓଡିଆ ବାଇବେଲ)
ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಲಿಜಾಬೆತ್ ಸಾ ಮ್ಹೈಯ್ನ್ಯಾಚಿ ಗರ್ವಾರ್ನಿ ಹೊತ್ತ್ಯಾ ತನ್ನಾ, ದೆವಾನ್ ಘಾಬ್ರಿಯೆಲ್ ದುತಾಕ್ ಗಾಲಿಲಿಯಾ ಪ್ರಾಂತ್ಯಾಚ್ಯಾ ನಜರೆತ್ ಮನ್ತಲ್ಯಾ ಮೊಟ್ಯಾ ಗಾವಾಕ್ ಧಾಡುನ್ ದಿಲ್ಯಾನ್.