Luke 1:34 — Compare Translations
7 translations compared side by side
Odia - 1840
"ମରିୟମ ସ୍ବର୍ଗଦୂତଙ୍କୁ ପଚାରିଲେ, ଏହା କିପରି ଘଟିବ? ମୁଁ ଏବେ ମଧ୍ଯ କୁମାରୀ ଅଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମରିୟମ ସ୍ୱର୍ଗଦୂତଙ୍କୁ କହିଲେ, “ମୁଁ ତ ଜଣେ କୁମାରୀ। ଏହା କିପରି ସମ୍ଭବ ହେବ?”
Odia Bible ERV 2004 (ପବିତ୍ର ବାଇବଲ)
ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮರಿನ್ “ಮಿಯಾ ಎಕ್ ನಗಿನ್ ಹೊಯ್ನಸಲ್ಲೆ ಚೆಡು,ಹೆ ಸಗ್ಳೆ ಕಶೆ ಹೊತಾ?” ಮನುನ್ ದೆವಾಚ್ಯಾ ದುತಾಕ್ ಇಚಾರ್ಲಿನ್.