Luke 1:38 — Compare Translations
7 translations compared side by side
Odia - 1840
"ମରିୟମ କହିଲେ, ମୁଁ ପ୍ରଭୁଙ୍କର ଦାସୀ କନ୍ଯା ଅଟେ। ତୁମ୍ଭେ ମାେତେ ଯାହା କହିଲ, ମାେ ପାଇଁ ତାହା ହିଁ ହେଉ। ତା'ପରେ ସ୍ବର୍ଗଦୂତ ତାହାଙ୍କ ପାଖରୁ ଚାଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ । ତାହା ପରେ ଦୂତ ତାଙ୍କ ନିକଟରୁ ପ୍ରସ୍ଥାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମରିୟମ କହିଲେ, “ମୁଁ ଈଶ୍ୱରଙ୍କର ଦାସୀ। ଆପଣ କହିବା ଅନୁଯାୟୀ ମୋ’ ପ୍ରତି ଘଟୁ।” ଏହା ପରେ ସ୍ୱର୍ଗଦୂତ ଅନ୍ତର୍ଦ୍ଧାନ ହୋଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ । ତାହା ପରେ ଦୂତ ତାହାଙ୍କ ନିକଟରୁ ଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮರಿನ್ ಮಿಯಾ ಸರ್ವೆಸ್ವರಾಚಿ ದಾಸಿ, ತಿಯಾ ಸಾಂಗಲ್ಲ್ಯಾ ಸರ್ಕೆ ಮಾಕಾ ಹೊಂವ್ದಿ, ಮಟ್ಲಿನ್. ತನ್ನಾ ದೆವಾಚೊ ದುತ್ ತಿಕಾ ಸೊಡುನ್ ಗೆಲೊ.