Luke 1:63 — Compare Translations

7 translations compared side by side

Odia - 1840
"ଏହା ଶୁଣି ଜିଖରିୟ ଲେଖିବା ପାଇଁ ସମାନଙ୍କେୁ ଏକ ଲୋଖାଫଳକ ମାଗି ସେଥି ରେ ଲେଖିଲେ, ତା'ର ନାମ ଯୋହନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ ଗୋଟିଏ ଲିପିଫଳକ ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚମତ୍କୃତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜିଖରିୟ ଗୋଟିଏ ଲିପି ଫଳକ ମଗାଇ ଲେଖିଲେ, “ତାହାର ନାମ ଯୋହନ।” ସେମାନେ ସମସ୍ତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚକିତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಕರಿಯಾನ್ ಎಕ್ ಫಳಿ ಇಚಾರ್‍ಲ್ಯಾನ್, ಅನಿ “ತೆಚೆ ನಾವ್ ಜುವಾಂವ್” ಮನುನ್ ಫಳಿ ವರ್‍ತಿ ಲಿವ್ಲ್ಯಾನ್, ತನ್ನಾ ತೆನಿ ಸಗ್ಳೆ ಜಾನಾ ಅಜಾಪ್ ಹೊಲೆ.