Luke 1:66 — Compare Translations

7 translations compared side by side

Odia - 1840
"ଏ କଥା ଯେଉଁମାନେ ଶୁଣିଲେ, ସମାନେେ ବିସ୍ମିତ ହାଇେ ଗଲେ। ଲୋକେ ଭାବିଲେ, ଏ ବାଳକଟି କ'ଣ ହବେ? ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସମାନେେ ଏପରି ଭାବିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଶୁଣିବା ଲୋକସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ କେହି ଏହା ଶୁଣିଲା, ସେ ଏ ବିଷୟରେ ଚିନ୍ତା କରି ପଚାରିଲା, “ଭବିଷ୍ୟତ୍ରେ ଏ ଶିଶୁଟି କ’ଣ ହେବ?” କାରଣ ଈଶ୍ୱରଙ୍କ ଶକ୍ତି ତା’ ଉପରେ ଥିଲା ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଶୁଣିବା ଲୋକ ସମସ୍ତେ ସେହି ସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କ’ଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಖಬರ್ ಆಯ್ಕಲ್ಲೆ ಸಗ್ಳೆ ಜಾನಾ “ಹ್ಯೊ ಪೊರ್ ಫಿಡೆ ಕಾಯ್ ಹೊತಾ ಅಸಿಲ್?” ಮನುನ್ ಇಚಾರುಕ್‍ಲಾಲೆ, ದೆವಾಚೊ ಬಳ್ ತ್ಯಾ ಪೊರಾ ವರ್‍ತಿ ಹೊತ್ತೊ.