Luke 1:8 — Compare Translations

7 translations compared side by side

Odia - 1840
"ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବ ରେ ମନ୍ଦିର ରେ ପରମେଶ୍ବରଙ୍କ ସବୋକାର୍ୟ୍ଯ କରୁଥିଲେ। ସବୋକାର୍ୟ୍ଯ କରିବା ପାଇଁ ତାହାଙ୍କ ଦଳର ପାଳି ପଡିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଆପଣା ଦଳର ପାଳି ଅନୁସାରେ ଈଶ୍ଵରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନେ ଜିଖରିୟ ମନ୍ଦିରରେ ଉପାସନା କାର୍ଯ୍ୟ ଚଳାଉଥିଲେ, କାରଣ ସେହି ଦିନ
Odia Bible ERV 2004 (ପବିତ୍ର ବାଇବଲ)
ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
Odia IRV 2017 (ଓଡିଆ ବାଇବେଲ)
ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ದಿಸ್ ಅಪ್ನಾಚಿ ಪಾಳಿ ಯೆಲ್ಲ್ಯಾ ತನ್ನಾ ಜೆಕರಿಯಾ ದೆವಾಚ್ಯಾ ಗುಡಿತ್ ಅಪ್ನಾಚೆ ಯಾಜಕಾಚೆ ಕಾಮ್ ಕರಿ.