Luke 10:11 — Compare Translations
7 translations compared side by side
Odia - 1840
"ଆମ୍ଭର ପାଦ ରେ ଲାଗିଥିବା ଏହି ଧୂଳିତକ ମଧ୍ଯ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଏହିଠା ରେ ଝାଡି ଦଇେ ଯାଉଛୁ।' ତଥାପି ମନରେଖ, 'ପରମେଶ୍ବରଙ୍କ ରାଜ୍ଯ ଖୁବ ଶୀଘ୍ର ଆସୁଛି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଦ୍ଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଆମ ପାଦରେ ଲାଗିଥିବା ତୁମ ସହରର ଧୂଳିକୁ ଆମେ ତୁମ ବିରୁଦ୍ଧରେ ଛାଡ଼ି ଦେଉଛୁ; କିନ୍ତୁ ମନେରଖ, ଈଶ୍ୱରଙ୍କ ରାଜ୍ୟ ତୁମର ନିକଟବର୍ତ୍ତୀ!”
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ; ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಮ್ಚ್ಯಾ ಗಾಂವಾಂಚ್ಯಾ ವಿರೊದ್ ಅಮ್ಚ್ಯಾ ತಳ್ಪಾಯಾಚಿ ಧುಳ್ ಸೈತ್ ಫಾಪಡ್ತಾವ್. ತುಮ್ಕಾ ಯಾದ್ ರಾವ್ನ್ದಿತ್, ದೆವಾಚೆ ರಾಜ್ ತುಮ್ಚ್ಯಾ ಜಗ್ಗೊಳ್ ಯೆಲಾ!” ಮನುನ್ ಸಾಂಗಾ.