Luke 10:13 — Compare Translations

7 translations compared side by side

Odia - 1840
"ହାୟ କୋରାଜିନ୍! ହାୟ ବେଥ୍ସାଇଦା! ତୁମ୍ଭମାନଙ୍କ ମଧିଅରେ ମୁଁ ଅନକେ ଆଶ୍ଚର୍ୟ୍ଯକର୍ମ ଦଖାଇେଛି। ଯଦି ଏଗୁଡିକ ସୋର ଓ ସୀଦୋନ ରେ ଲୋକମାନଙ୍କୁ କରା ଯାଇଥାଆନ୍ତା, ତବେେ କବେଠାରୁେ ସମାନେେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡି ଦଇେଥାଆନ୍ତେ। ସମାନେେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦଖାଇବୋ ପାଇଁ ତାର ପ୍ରତୀକ ସ୍ବରୁପ ଅଖା ରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡ ରେ ପାଉଁଶ ବୋଳି ହାଇେଥାଆନ୍ତେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦଣ୍ତର ପାତ୍ର କୋରାଜୀନ୍, ହାୟ, ଦଣ୍ତର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“କୋରାଲିନ୍, ତୋର ଦଶା କି ଭୟଙ୍କର ହେବ! ବେଥ୍ସାଇଦା, ତୋର ଦଶା ମଧ୍ୟ କି ଭୟଙ୍କର ହେବ! ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧିତ ହେଲା, ତାହା ଯଦି ସୋର ଓ ସିଦୋନରେ ହୋଇଥାନ୍ତା, ତେବେ ବହୁ ପୂର୍ବରୁ ସେଠାକାର ଲୋକମାନେ ସେମାନଙ୍କ ପାପରୁ ମନ ପରିବର୍ତ୍ତନ କରି ଅଖା ପିନ୍ଧି ବସିଥାନ୍ତେ ଓ ସେମାନଙ୍କ ଦେହରେ ଭସ୍ମ ବୋଳି ହୋଇଥାନ୍ତେ!
Odia Bible ERV 2004 (ପବିତ୍ର ବାଇବଲ)
ଅବିଶ୍ୱାସୀମାନଙ୍କୁ ଯୀଶୁଙ୍କ ଚେତାବନୀ “ହାୟ କୋରାଜୀନ୍! ହାୟ ବେ‌ଥ୍‌ସାଇଦା! ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା’ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
Odia IRV 2017 (ଓଡିଆ ବାଇବେଲ)
ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಖೊರಾಜಿನಾ! ಬೆತ್ಸಾಯಿದಾ! ತುಜಿ ಗತ್ ಕಾಯ್ ಸಾಂಗು, ತುಮ್ಚ್ಯಾ ಮದ್ದಿ ಕರಲ್ಲಿ ಮೊಟಿ-ಮೊಟಿ ಕಾಮಾ ತಿರ್ ಅನಿ ಸಿದೊನಾತ್ ಕರ್ಲ್ಯಾರ್, ಥೈತ್ಲಿ ಲೊಕಾ ಅಪ್ನಾಚ್ಯಾ ಪಾಪಾನಿತ್ಲಾ ಅಮಿ ಭಾಯ್ರ್ ಯೆಲಾಂವ್ ಮನುನ್ ದಾಕ್ವುಕ್, ಕನ್ನಾಕಿಚ್ ಖಾಲ್ತಿ ಬಸುನ್, ಗೊನಿ ಚಿಲಾ ಆಂಗಾರ್ ಘಾಲುನ್ ಘೆಯ್ ಹೊತ್ತಿ, ಅನಿ ಆಂಗಾರ್ ರಕ್ಕಾ ಘಾಲುನ್ ಘೆಯ್ ಹೊತ್ತಿ, ಕಾಯ್ಕಿ!

Recommended Reading