Luke 10:15 — Compare Translations

7 translations compared side by side

Odia - 1840
"ଏବଂ ହେ କଫର୍ନାହୂମ! ତୁମ୍ଭକୁ କ'ଣ ସ୍ବର୍ଗ ଯେତେ ଉଚ୍ଚ, େସତେ ଉଚ୍ଚକୁ ଉଠାୟିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସହେିପରି ନୀଚ୍ଚ ସ୍ଥାନକୁ ଅଣାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ରେ କଫର୍ନାହୂମ, ତୁ କଅଣ ସ୍ଵର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋହର ଅଧୋଗତି ହେବ?।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ କପର୍ନାହୂମ, ତୋ’ ପ୍ରତି ଏହିପରି ଘଟିବ? ତୁ ଆକାଶ ପର୍ଯ୍ୟନ୍ତ ନିଜକୁ ଉନ୍ନତ କରିବାକୁ ଇଚ୍ଛା କରିଥିଲୁ, ତୋତେ ନରକକୁ ନିକ୍ଷିପ୍ତ କରାଯିବ।”
Odia Bible ERV 2004 (ପବିତ୍ର ବାଇବଲ)
ଏବଂ ହେ କଫର୍ନାହୂମ! ତୁମ୍ଭକୁ କ’ଣ ସ୍ୱର୍ଗ ଯେତେ ଉଚ୍ଚ, ସେତେ ଉଚ୍ଚକୁ ଉଠାଯିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସେହିପରି ନୀଚ୍ଚ ସ୍ଥାନକୁ ଅଣାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
Odia IRV 2017 (ଓଡିଆ ବାଇବେଲ)
ଆଉ, ରେ କଫର୍ନାହୂମ ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತಿಯಾ ಕಪರ್‍ನವ್! ತುಕಾ ಸರ್‍ಗಾ ಪತರ್ ವೈರ್ ಪಾವುಕ್ ಪಾಜೆ ನ್ಹಯ್? ತುಕಾ ನರ್‍ಕಾತ್ ಟಾಕುನ್ ಹೊತಾ!” ಮಟ್ಲ್ಯಾನ್.