Luke 10:17 — Compare Translations

7 translations compared side by side

Odia - 1840
"ଯେତବେେଳେ ବାସ୍ତରି ଜଣ ସମାନଙ୍କେ ଭ୍ରମଣରୁ ଫରେି ଆସିଲେ, ସମାନେେ ବହୁତ ଖୁସି ଥିଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନେେ ଯେତବେେଳେ ଆପଣଙ୍କ ନାମ ନଇେ ଆଜ୍ଞା ଦଲେୁ, ସେତବେେଳେ ଏପରିକି ଭୂତମାନେ ମଧ୍ଯ ଆମ୍ଭମାନଙ୍କ କଥା ମାନିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରେ ସେହି ସତୁରି ଜଣ ବାହୁଡ଼ିଆସି ଆନନ୍ଦରେ କହିଲେ, ପ୍ରଭୋ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବାସ୍ତରି ଜଣ ମହାଆନନ୍ଦରେ ଫେରି ଆସିଲେ। ସେମାନେ କହିଲେ, “ପ୍ରଭୁ ଆପଣଙ୍କ ନାମରେ ଆଦେଶ ଦେବାରୁ ଭୂତମାନେ ମଧ୍ୟ ଆମ କଥା ମାନିଲେ।”
Odia Bible ERV 2004 (ପବିତ୍ର ବାଇବଲ)
ଶୟତାନର ପତନ ଯେତେବେଳେ ବାସ୍ତରି ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಸತ್ತರಾರ್ ದೊಗೆ ಜಾನಾ ಲೈ ಕುಶಿ-ಕುಶಿನ್ ಪರ್ತುನ್ ಯೆಲ್ಯಾನಿ. ಅನಿ ಜೆಜುಕ್ “ಧನಿಯಾ, ತುಜೆ ನಾವ್ ಘೆವ್ನ್ ಅಮಿ ಗಿರ್‍ಯಾಕ್ನಿ ಸೈತ್ ಕಾಯ್ಬಿ ಸಾಂಗ್ಲ್ಯಾರ್, ತೆನಿ ಅಮಿ ಸಾಂಗಟಲ್ಲೆ ಆಯ್ಕಿತ್!” ಮಟ್ಲ್ಯಾನಿ.