Luke 10:32 — Compare Translations
7 translations compared side by side
Odia - 1840
"ତା'ପରେ ଜଣେ ଲବେୀୟ ସହେି ବାଟରେ ଆସିଲେ। ସେ ସହେି ଲୋକଟିକୁ ଦେଖିବା ସତ୍ତ୍ବେ ତାକୁ ସାହାୟ୍ଯ କରିବାକୁ ନଅଟକି ଚାଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିପରି ଜଣେ ଲେବୀ ମଧ୍ୟ ସେହି ବାଟେ ଗଲେ। ଲୋକଟିର ପାଖକୁ ଯାଇ ତାକୁ ଅନାଇଲେ, କିନ୍ତୁ ଅନ୍ୟ ଦିଗ ଦେଇ ଚାଲିଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଜଣେ ଲେବୀୟ ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾಚ್ ವಾಟೆನ್ ಎಕ್ ಲೆವಿತ್ ಯೆಲೊ, ತೆನಿ ಧುರ್ನಾಚ್ ತ್ಯಾ ಮಾನ್ಸಾಕ್ ಬಗಟ್ಲ್ಯಾನ್, ಅನಿ ಎಕ್ ಬಾಜುನ್ ಹೊವ್ನ್, ತೊ ದಾಟುನ್ ಗೆಲೊ.