Luke 11:17 — Compare Translations
7 translations compared side by side
Odia - 1840
"କିନ୍ତୁ ଯୀଶୁ ସହେି ଲୋକମାନଙ୍କ ଭାବନା ଜାଣିପାରିଲେ। ସେ କହିଲେ, ଗୋଟିଏ ରାଜ୍ଯ ଭାଗଭାଗ ହାଇେ ନିଜ ବିରୁଦ୍ଧ ରେ ଲଢଇେ କଲେଶଷେ ରେ ଧ୍ବଂସ ହାଇଯେିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧ ରେ ଲଢଇେ କଲେ ସେ ପରିବାର ମଧ୍ଯ ଭାଙ୍ଗିୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇଯାଏ, ପୁଣି ଗୃହ ଗୃହ ଉପରେ ପଡ଼େ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯୀଶୁ ସେମାନଙ୍କ ମନୋଭାବ ଜାଣିଥିଲେ, ତେଣୁ ସେ ସେମାନଙ୍କୁ କହିଲେ, “କୌଣସି ରାଜ୍ୟରେ ଗୃହ ଯୁଦ୍ଧ ଲାଗିଲେ, ସେ ରାଜ୍ୟର ପତନ ଘଟେ, କୌଣସି ଘରେ ଅନ୍ତର୍ବିବାଦ ଲାଗିଲେ, ସେ ଘର ଭାଙ୍ଗିଯାଏ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಯವಜ್ತಲೆ ಜೆಜುಕ್ ಕಳ್ಳೆ, ತೆನಿ ತೆಂಕಾ “ಖಲೊಬಿ ಎಕ್ ದೆಸ್ ದೊನ್ ವಾಟೆ ಹೊವ್ನ್ ಎಕಾಮೆಕಾಚ್ಯಾ ವರ್ತಿ ಝಗ್ಡುನ್ಗೆತ್ ರ್ಹಾಲ್ಯಾರ್,ತೊ ದೆಸ್ ಲೈ ದಿಸ್ ರ್ಹಾಯ್ನಾ, ಅನಿ ಎಕ್ ಕುಟ್ಮಾಚಿ ಲೊಕಾ ದೊನ್ ವಾಟೆ ಹೊವ್ನ್ ಝಗ್ಡುನ್ಗೆತ್ ರ್ಹಾಲ್ಯಾರ್, ತೆ ಘರಾನೆಚ್ ಹಾಳ್ ಹೊವ್ನ್ ಜಾತಾ.