Luke 11:22 — Compare Translations

7 translations compared side by side

Odia - 1840
"କିନ୍ତୁ, ଯେତବେେଳେ ତା'ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆ ସେ ଓ ତା' ଉପରେ ଆକ୍ରମଣ କରି ତାକୁ ହ ରଇେ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସହେି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡିକୁ ଅଧିକତର ବଳବାନ ଲୋକଟି ଛଡଇେ ନିଏ ଓ ତାହାର ଜିନିଷଗୁଡିକୁ ଯାହା ଇଚ୍ଛା ତାହା କରେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ରରେ ତାହାର ନିର୍ଭର ଥିଲା, ସେହିସବୁ ସେ ହରଣ କରିନିଏ, ପୁଣି ତାହାର ଲୁଟଦ୍ରବ୍ୟ ବାଣ୍ଟିନିଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯେତେବେଳେ ତା’ଠାରୁ ଜଣେ ଅଧିକ ବଳବାନ ଲୋକ ତାକୁ ଆକ୍ରମଣ କରି ପରାଜିତ କରେ, ଯେଉଁ ଅସ୍ତ୍ରଶସ୍ତ୍ର ଉପରେ ସେ ନିର୍ଭର କରୁଥିଲା, ଆକ୍ରମଣକାରୀ ତାହା ସବୁ ନେଇଯାଏ ଓ ତା’ର ଧନ ସମ୍ପତ୍ତି ମଧ୍ୟ ଲୁଟି ନେଇ ସାଥୀମାନଙ୍କ ମଧ୍ୟରେ ବାଣ୍ଟି ନିଏ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହି ସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ, ಎಕ್ ತೆಚೆನ್ಕಿ ಘಟ್-ಮುಟ್ ಮಾನುಸ್ ಯೆವ್ನ್ ತೆಚೆಕ್ಡೆ ಝಗಡ್ತಾ, ಅನಿ ತೆಕಾ ಹಾರ್‍ವುತಾ, ತನ್ನಾ, ತೊ ಘರಾಚೊ ವಡಿಲ್ ಹೊಂದುನ್ ಹೊತ್ತಿ ಸಗ್ಳಿ ಹತಿಯಾರಾ, ಅನಿ ಸಗ್ಳೆ ತೊ ಚೊರುನ್ ಘೆವ್ನ್ ಜಾತಾ, ಅನಿ ವಾಟೆ ಕರುನ್ ಘೆತಾ”.