Luke 11:25 — Compare Translations
7 translations compared side by side
Odia - 1840
"ଯେତବେେଳେ ଭୂତଟି ସହେି ମଣିଷ ନିକଟକୁ ଫରେିଆ ସେ, ସେ ଦେଖେ ଯେ ସହେି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଆସି ତାହା ମାର୍ଜ୍ଜିତ ଓ ସୁଶୋଭିତ ଦେଖେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ସେ ଫେରିଯାଏ ଓ ସେହି ଗୃହକୁ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್, ತೆ, ಫಾಟಿ ಪರ್ತುನ್ ಜಾತಾ, ಅನಿ ತೆಕಾ, ತೆ ಘರ್ ಬರೆ, ಅನಿ ಪವಿತ್ರ್ ಹೊತ್ತೆ ದಿಸ್ತಾ.