Luke 11:43 — Compare Translations

7 translations compared side by side

Odia - 1840
"ହାୟ ଫାରୂଶୀଗଣ! କାରଣ ତୁମ୍ଭମାନେେ ଯିହୂଦୀ ସମାଜଗୃହ ରେ ଅତ୍ଯନ୍ତ ମହତ୍ବପୂର୍ଣ୍ଣ ଆସନ ଚାହୁଁଛ ଓ ହାଟ ବଜାର ରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦଣ୍ତର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ହେ ଫାରୁଶୀମାନେ, ତୁମ ଦଶା କି ଶୋଚନୀୟ! ତୁମେ ସମାଜ ଗୃହମାନଙ୍କରେ ସଂରକ୍ଷିତ ସ୍ଥାନ ଓ ବଜାରରେ ଅନ୍ୟମାନଙ୍କଠାରୁ ଭକ୍ତିପୂର୍ଣ୍ଣ ନମସ୍କାର ପାଇବାକୁ ଭଲ ପାଅ।
Odia Bible ERV 2004 (ପବିତ୍ର ବାଇବଲ)
“ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ।
Odia IRV 2017 (ଓଡିଆ ବାଇବେଲ)
ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಫಾರಿಜೆವಾನೊ ಮಿಯಾ ತುಮ್ಚಿ ಗತ್ ಕಾಯ್ ಸಾಂಗು! ಸಿನಾಗೊಗಾತ್ನಿ ಬರ್‍ಯಾ ಬರ್‍ಯಾ ಜಾಗ್ಯಾವೈನಿ ಬಸ್ತಲಿ, ತುಮ್ಕಾ ಲೈ ಕುಶಿ. ಅನಿ ಬಾಜಾರಾತ್, ವನಿಯಾತ್ನಿ, ಲೊಕಾನಿ ತುಮ್ಕಾ ನಮಸ್ಕಾರ್ ಕರ್ಲ್ಯಾರ್, ತುಮ್ಕಾ ಲೈ ಕುಶಿ.

Recommended Reading