Luke 11:5 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ସମାନଙ୍କେୁ କହିଲେ, ମନକରେ ତୁମ୍ଭମାନଙ୍କ ଭିତରୁ ଜଣେ କହେି ନିଜ ସାଙ୍ଗ ପାଖକୁ ରାତି ରେ ବହୁତ ଡରେି ରେ ଯାଇ କହିଲ, ' ମାରେ ଅନ୍ୟ ସହର ରେ ଜଣେ ବନ୍ଧୁ ମାେତେ ଦଖାେ କରିବାକୁ ଆସିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ହେ ବନ୍ଧୁ, ମୋତେ ତିନୋଟି ରୋଟୀ ଉଧାର ଦିଅ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମନେକର, ତୁମ ମଧ୍ୟରୁ ଯଦି ଜଣେ ମଧ୍ୟରାତ୍ରିରେ ବନ୍ଧୁଙ୍କ ଘରକୁ ଯାଇ କହିବ, ‘ବନ୍ଧୁ, ମୋତେ ତିନୋଟି ରୋଟି ଉଧାର ଦିଅ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ‘ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜೆಜುನ್ ಶಿಸಾಕ್ನಿ “ಜರ್ ತುಮ್ಚ್ಯಾ ಮದ್ಲೊ ಎಕ್ಲೊ ಅರ್ದ್ಯಾ ರಾತ್ತಿಕ್ ಎಕ್ ದೊಸ್ತಾಚ್ಯಾ ಘರಾಕ್ ಜಾತಾ ಅನಿ ದೊಸ್ತಾ? ಮಾಕಾ ತಿನ್ ಭಾಕ್ರಿಯಾ ದಿ.