Luke 12:35 — Compare Translations

7 translations compared side by side

Odia - 1840
"କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
Odia BSI (ପବିତ୍ର ବାଇବଲ (CL) NT (BSI))
“ବିବାହ ଉତ୍ସବରୁ ମାଲିକଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିବା ଦାସମାନଙ୍କ ପରି ତୁମେ ପ୍ରଦୀପ ଜାଳି ଓ ଅଣ୍ଟା ଭିଡ଼ି ପ୍ରସ୍ତୁତ ରୁହ।
Odia Bible ERV 2004 (ପବିତ୍ର ବାଇବଲ)
ସର୍ବଦା ପ୍ରସ୍ତୁତ ରୁହ “କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡ଼ିକ ଜଳେଇ ରଖ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಕಾಯ್ ಯೆತಾ ತೆಕಾ ತಯಾರ್ ರ್‍ಹಾವಾ. ಕಪ್ಡೆ ನೆಸುನ್, ಅನಿ ತುಮ್ಚೆ ದಿವೆ ಪೆಟ್ವುನ್ ಘೆವ್ನ್ ರ್‍ಹಾವಾ”.