Luke 12:38 — Compare Translations
7 translations compared side by side
Odia - 1840
"ସହେି ଚାକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା'ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିପା ରେ। କିନ୍ତୁ ମାଲିକ ଯେତବେେଳେ ଫରେିଆସି ସମାନଙ୍କେୁ ସପେର୍ୟ୍ଯନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତବେେଳେ ସମାନେେ ଖୁସି ହାଇଯେିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ଯଦି ଦ୍ଵିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମଧ୍ୟରାତ୍ରିରେ କିମ୍ବା ତା’ପରେ ଆସିଲେ ସୁଦ୍ଧା ସେ ଯେଉଁମାନଙ୍କୁ ପ୍ରସ୍ତୁତ ଥିବା ଦେଖିବେ, ସେମାନେ ଧନ୍ୟ!
Odia Bible ERV 2004 (ପବିତ୍ର ବାଇବଲ)
ସେହି ଗ୍ଭକରମାନଙ୍କୁ ମାଲିକଙ୍କ ପାଇଁ ଅଧରାତି ବା ତା’ଠାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ମାଲିକ ଯେତେବେଳେ ଫେରି ଆସି ସେମାନଙ୍କୁ ସେପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଦେଖିବେ, ସେତେବେଳେ ସେମାନେ ଖୁସୀ ହୋଇ ଯିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେ ଯଦି ରାତ୍ରିର ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ।
Odia IRV 2017 (ଓଡିଆ ବାଇବେଲ)
ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಧನಿ ಅರ್ದ್ಯಾ ರಾಚ್ಚೆ ಹೊಂವ್ದಿ ನಾ ಹೊಲ್ಯಾರ್ ತೆಚ್ಯಾನ್ ಎಳ್ ಕರುನ್ ಯೆಲ್ಯಾರ್ಬಿ ತೆನಿ ತಯಾರ್ ಹೊತ್ತೆ, ಧನಿಯಾನ್ ಬಗಟ್ಲ್ಯಾನ್ ತರ್, ತೆಂಚೆ ಕವ್ಡೆ ಬರೆ.