Luke 12:39 — Compare Translations
7 translations compared side by side
Odia - 1840
"ମନରେଖ, ଯଦି ଘରର ମାଲିକ ଆଗରୁ ଜାଣିପାରନ୍ତି ଯେ, ଚୋର କେତବେେଳେ ଆସିବ, ତବେେ ସେ ଚୋରକୁ ଘ ରେ ପଶିବାକୁ ଦିଅନ୍ତେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଏହା ଜାଣିଥାଅ, କେଉଁ ଦଣ୍ତରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହା ହେଲେ ସେ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ନିଶ୍ଚିତ ହୋଇପାର ଯେ ଗୃହର ମାଲିକ ଯଦି ଚୋର ଆସିବାର ସମୟ ଜାଣିଥାନ୍ତେ, ତେବେ ଚୋର ତାଙ୍କ ଘରେ ପଶିବାର ସୁଯୋଗ ପାଇ ନ ଥା’ନ୍ତା।
Odia Bible ERV 2004 (ପବିତ୍ର ବାଇବଲ)
“ମନେରଖ, ଯଦି ଘରର ମାଲିକ ଆଗରୁ ଜାଣି ପାରନ୍ତି ଯେ, ଗ୍ଭେର କେତେବେଳେ ଆସିବ, ତେବେ ସେ ଗ୍ଭେରକୁ ଘରେ ପଶିବାକୁ ଦିଅନ୍ତେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಘರಾಚ್ಯಾ ಮಾಲ್ಕಾಕ್, ಚೊರ್ ಹ್ಯಾಚ್ ಎಳಾರ್ ಯೆತಾ, ಮನುನ್ ಗೊತ್ತ್ ರ್ಹಾತಾ ಕಾಯ್, ಗೊತ್ತ್ ರ್ಹಾಲ್ಯಾರ್, ತೊ ಕನ್ನಾಬಿ ಅಪ್ನಾಚ್ಯಾ ಘರಾತ್ಲೆ ಚೊರುನ್ ಘೆವ್ನ್ ಜಾವ್ಕ್ ದಿ ನಾ.