Luke 12:46 — Compare Translations
7 translations compared side by side
Odia - 1840
"ତା'ପରେ ସହେି ସବେକଟିର ମାଲିକ କୌଣସି ଦିନ ଆସି ପହଁଚିଯିବେ। ସେତବେେଳେ ସବେକଟି ପ୍ରସ୍ତୁତ ନଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚିଯିବେ ବୋଲି ସବେକଟି ଭାବି ମଧ୍ଯ ପାରି ନଥିବ। ତା'ପରେ ମାଲିକ ସବେକଟିକୁ କଠିନ ଦଣ୍ଡ ଦବେେ ଓ ଅନ୍ୟ ଅବାଧ୍ଯ ଲୋକଙ୍କ ପାଖକୁ ତଡି ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ତ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ତରେ ତାହାର ପ୍ରଭୁ ଆସିବେ, ପୁଣି ସେ ତାହାକୁ ଦ୍ଵିଖଣ୍ତ କରି ଅବିଶ୍ଵସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେବେ ଦିନେ ସେ ଦାସ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ମାଲିକ ଆସି ତାକୁ ବରଖାସ୍ତ କରିବେ, ସେ ଅବିଶ୍ୱସ୍ତ ଦାସମାନଙ୍କ ଦଶା ଭୋଗିବ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା’ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ।
Odia IRV 2017 (ଓଡିଆ ବାଇବେଲ)
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಆಳಾಕ್ ಗೊತ್ತ್ ನಸಲ್ಲ್ಯಾ ಎಳಾರ್, ಧನಿ ಯೆತಾ, ಅನಿ ತೆಚೆ ತುಕ್ಡೆ ತುಕ್ಡೆ ಕರ್ತಾ ಅನಿ ಎಕ್ ದಿಸ್ ವಿಶ್ವಾಸ್ ಘಾತ್ಕ್ಯಾಂಚ್ಯಾ ಜಾಗ್ಯಾರ್, ತೆಕಾ ಥವ್ತಾ.