Luke 12:55 — Compare Translations

7 translations compared side by side

Odia - 1840
"ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭମାନେେ କୁହ, 'ଗରମ ହବେ।' ତା'ପରେ ତାହାହିଁ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି ତାହା ଘଟେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ ଯେତେବେଳେ ତୁମ୍ଭେମାନେ ଦକ୍ଷିଣା ପବନ ବହିବା ଅନୁଭବ କର, କହିଥାଅ ଯେ ବହୁତ ଗରମ ହେବ - ଏବଂ ସେହିପରି ହୁଏ।
Odia Bible ERV 2004 (ପବିତ୍ର ବାଇବଲ)
ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା’ପରେ ତାହା ହିଁ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಕ್ಷಿನ್ ದಿಕ್ಕಾಕ್ನಾ ವಾರೊ ಯೆವ್ಕ್ ಚಾಲು ಹೊಲೊ ಮಟ್ಲ್ಯಾರ್, ಅತ್ತಾ ಗರ್‍ಮಿ ಚಾಲು ಹೊತಾ, ಮನುನ್ ತುಮಿ ಮನ್ತ್ಯಾಶಿ, ಅನಿ ತಸೆಚ್ ಹೊತಾ.