Luke 12:56 — Compare Translations
7 translations compared side by side
Odia - 1840
"ହେ କପଟୀଗଣ! ତୁମ୍ଭମାନେେ ପାଗ ବାଷୟ ରେ ତ ଜାଣି ପାରୁଛ। ତବେେ ଏହି ସମୟରେ କ'ଣ ଘଟୁଛି, ତାହା କାହିଁକି ଜାଣି ପାରୁନାହଁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରବଞ୍ଚକମାନେ! ତୁମ୍ଭେମାନେ ପୃଥିବୀ ଓ ଆକାଶକୁ ଦେଖି ପାଣିପାଗ ବିଷୟରେ ସୂଚନା ଦେଇପାର; ଅଥଚ ବର୍ତ୍ତମାନ ଯୁଗର ଲକ୍ଷଣ ସବୁ ବୁଝିପାରୁ ନାହଁ?
Odia Bible ERV 2004 (ପବିତ୍ର ବାଇବଲ)
ହେ କପଟୀଗଣ! ତୁମ୍ଭେମାନେ ପାଗ ବିଷୟରେ ତ ଜାଣି ପାରୁଛ। ତେବେ ଏହି ସମୟରେ କ’ଣ ଘଟୁଛି, ତାହା କାହିଁକି ଜାଣି ପାରୁ ନାହଁ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?”
Odia IRV 2017 (ଓଡିଆ ବାଇବେଲ)
ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕುಸ್ಡ್ಯಾನೊ! ತುಮಿ ಜಿಮ್ನಿಕ್, ಅನಿ ಮಳ್ಬಾಕ್ ಬಗುನ್, ಖಲಿ ದಿಸಾ ಕನ್ನಾ ಯೆತ್ಯಾತ್ ಮನುನ್ ಕಳ್ವುನ್ ಘೆತ್ಯಾಶಿ; ತಸೆ ಜಾಲ್ಯಾರ್, ಹ್ಯಾ ಎಳಾಚ್ಯಾ ವಿಶಯಾತ್ ತುಮ್ಕಾ ಕಶ್ಯಾಕ್ ಕಳ್ವುನ್ ಘೆವ್ಕ್ ಹೊಯ್ನಾ ಹೊಲಾ?” ಮನುನ್ಬಿ ತೆಂಕಾ ಸಾಂಗಟ್ಲ್ಯಾನ್.