Luke 12:59 — Compare Translations

7 translations compared side by side

Odia - 1840
"ଯେଉଁଦିନ ପର୍ୟ୍ଯନ୍ତ ତୁମ୍ଭେ ପ୍ରେତ୍ୟକକ ଋଣର ମୂଲ୍ଯ ଶଷେ ପଇସା ପର୍ୟ୍ଯନ୍ତ ନଦଇେଛ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ସଠାରୁେ ମୁକ୍ତି ପାଇ ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ଶୁଝିବା ପର୍ଯ୍ୟନ୍ତ ସେହିସ୍ଥାନରୁ କୌଣସି ପ୍ରକାରେ ବାହାରିଆସି ପାରିବ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ କହୁଛି, ପୂର୍ଣ୍ଣମାତ୍ରାରେ ଜୋରିମାନା ନ ଦେବା ଯାଏ ତୁମେ ସେଠାରେ ରହିଥିବ।”
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁଦିନ ପର୍ଯ୍ୟନ୍ତ ତୁମ୍ଭେ ପ୍ରତ୍ୟେକ ଋଣର ମୂଲ୍ୟ ଶେଷ ପଇସା ପର୍ଯ୍ୟନ୍ତ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରୁ ମୁକ୍ତି ପାଇ ପାରିବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತುಮ್ಕಾ ಸಾಂಗ್ತಾ, ದಂಡಾಚೊ ಪೈಸ್ಯಾನ್ ಪೈಸೊ ದಿವ್ನ್ ಫೆಡಿ ಸಗೊಳ್ ತುಮಿ ಥೈಚ್ ರ್‍ಹಾತ್ಯಾಶಿ. ಮನುನ್ ಸಾಂಗಟ್ಲ್ಯಾನ್.