Luke 13:7 — Compare Translations

7 translations compared side by side

Odia - 1840
"ତେଣୁ ସେ ବଗିଚା ଦାଯିତ୍ବ ରେ ଥିବା ଚାକରକୁ କହିଲା, ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରି ଗଛ ରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥା ରେ ସେ ଗଛଟା ମାଟି ଖରାପ କରିବ?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ସେ ମାଳୀକି କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି?
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ସେ ତାଙ୍କର ମାଳୀକୁ କହିଲେ, ‘ଦେଖ, ତିନି ବର୍ଷ ହେଲା ମୁଁ ଏହି ଗଛରୁ ଫଳ ପାଇବା ଆଶାରେ ଏଠାକୁ ଆସୁଛି କିନ୍ତୁ କିଛି ପାଉ ନାହଁ। ଏହାକୁ କାଟି ପକାଅ! କାହିଁକି ଏହା ଅକାରଣରେ ସ୍ଥାନ ମାଡ଼ି ବସିବ?’
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?
Odia IRV 2017 (ଓଡିଆ ବାଇବେଲ)
ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್ ತೆನಿ ಅಪ್ನಾಚ್ಯಾ ಮಳ್ಯಾತ್ ಕಾಮ್ ಕರ್‍ತಲ್ಯಾಕ್ “ಬಗ್, ತಿನ್ ವರ್ಸಾಕ್ನಾ ಮಿಯಾ ಹ್ಯಾ ಝಾಡಾಚಿ ಫಳಾ ಹುಡ್ಕುಕ್ ಯೆವ್ಲಾ, ಖರೆ ಮಾಕಾ ಎಕ್ ಸೈತ್ ಅಂಜುರಾಚೆ ಫಳ್ ಗಾವಿನಾ ಹೊಲಾ. ಜಿಮ್ನಿಕ್ ವಜ್ಜೆ ಹೊವ್ನ್ ಕಶ್ಯಾಕ್ ರ್‍ಹಾತಲೆ ತೆ,ತೊಡುನ್ ಟಾಕ್!” ಮಟ್ಲ್ಯಾನ್.