Luke 13:9 — Compare Translations

7 translations compared side by side

Odia - 1840
"କାଳେ ଆସନ୍ତା ବର୍ଷ ଗଛ ରେ ଫଳ ଆସିପା ରେ। ଯଦି ଆସନ୍ତା ବର୍ଷ ଗଛ ରେ ଫଳ ନ ଆସିବ, ତବେେ ତୁମ୍ଭେ ଏହାକୁ କାଟି ଦଇପୋର।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ଆସନ୍ତା ବର୍ଷ ଗଛରେ ଫଳ ଧରେ ତେବେ ଭଲ, ନ ହେଲେ ଆପଣ ଏହାକୁ କାଟି ଦେଇ ପାରନ୍ତି’।”
Odia Bible ERV 2004 (ପବିତ୍ର ବାଇବଲ)
କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”
Odia IRV 2017 (ଓଡିଆ ବାଇବେଲ)
ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಫಿಡ್ಲ್ಯಾ ವರ್ಸಾಕ್ ತೆ ಬರಿ ಫಳಾ ದಿತಾ ಕಾಯ್ ಬಗುವಾ; ಅನಿಬಿ ತೆನಿ ಫಳಾ ದಿನಸ್ಲ್ಯಾರ್, ತೊಡುವಾ ಮನಿ” ಮಟ್ಲ್ಯಾನ್.