Luke 14:21 — Compare Translations
7 translations compared side by side
Odia - 1840
"ତେଣୁ ଚାକରଟି ଫରେିଆସିଲା। ଯାହା ସବୁ ଘଟିଥିଲା, ସେ ତା ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ େଛାଟାମାନଙ୍କୁ ଏଠାକୁ ନଇେଆସ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା । ସେଥିରେ ଗୃହକର୍ତ୍ତା କ୍ରୋଧାନ୍ଵିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ତ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ଘେନିଆସ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଭୃତ୍ୟ ଫେରିଯାଇ ତା’ର ମାଲିକଙ୍କୁ ଏ ସମସ୍ତ ବିଷୟ ଜଣାଇଲା। ଗୃହକର୍ତ୍ତା ପ୍ରଚଣ୍ଡ ରାଗିଯାଇ ଚାକରକୁ କହିଲେ, ‘ଶୀଘ୍ର ଯାଇ ସହରର ରାସ୍ତା ଘାଟରୁ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଡ଼ାକି ଆଣ।’
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ‘ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ।’
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହି ସବୁ ଜଣାଇଲା । ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಪರ್ತುನ್ ಜಾವ್ನ್ ಆಳಾನ್ ಹೆ ಸಗ್ಳೆ ಅಪ್ನಾಚ್ಯಾ ಧನಿಯಾಕ್ ಸಾಂಗಟ್ಲ್ಯಾನ್. ತನ್ನಾ ಧನಿಯಾಕ್ ರಾಗ್ ಯೆಲೊ, ಅನಿ ಧನಿಯಾನ್ ಆಳಾಕ್” ತಾಬೊಡ್ತೊಬ್ ಶಾರಾನಿತ್ನಿ, ವನಿಯಾತ್ನಿ, ಸಂದ್ಡಿಯಾತ್ನಿ ಜಾ, ಅನಿ ಗರಿಬಾಕ್ನಿ, ಸೊಟ್ಟ್ಯಾಕ್ನಿ, ಕುಡ್ಡ್ಯಾಕ್ನಿ, ಅದು ಹೊತ್ತ್ಯಾಕ್ನಿ ಬಲ್ವುನ್ ಘೆವ್ನ್ ಯೆ, ಮನುನ್ ಸಾಂಗಟ್ಲ್ಯಾನ್.