Luke 14:22 — Compare Translations

7 translations compared side by side

Odia - 1840
"ପରେ ଚାକରଟି ତାହାଙ୍କୁ କହିଲା, ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞାନୁସାରେ କରାଯାଇଛି, ତଥାପି ଆହୁରି ସ୍ଥାନ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଚାକରଟି ଫେରିଆସି କହିଲା, ‘ଆଜ୍ଞା, ଆପଣଙ୍କ ଆଦେଶ ଅନୁସାରେ ସବୁ କାର୍ଯ୍ୟ ହୋଇଛି, କିନ୍ତୁ ଆହୁରି ଅନେକଙ୍କ ପାଇଁ ସ୍ଥାନ ବଳିଛି।’
Odia Bible ERV 2004 (ପବିତ୍ର ବାଇବଲ)
“ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି।
Odia IRV 2017 (ଓଡିଆ ବାଇବେଲ)
ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଦେଶ ଅନୁସାରେ କରାଯାଇଅଛି, ତଥାପି ଆହୁରି ସ୍ଥାନ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಆಳಾನ್ ತಾಬೊಡ್ತೊಬ್, “ಧನಿಯಾ, ತುಮಿ ಹುಕುಮ್ ದಿಲ್ಲ್ಯಾ ಸರ್ಕೆಚ್ ಮಿಯಾ ಕರ್‍ಲೊ, ಖರೆ ತುಮ್ಚ್ಯಾ ಘರಾತ್ ಅನಿ ಲೈ ಜಾಗೊ ಹುರಲ್ಲೊ ಹಾಯ್”, ಮಟ್ಲ್ಯಾನ್.