Luke 14:30 — Compare Translations

7 translations compared side by side

Odia - 1840
"ସମାନେେ କହିବେ, 'ଏ ଲୋକଟା କୋଠା ଆରମ୍ଭ କରି ଦଲୋ, କିନ୍ତୁ ଶଷେ କରି ପାରିଲା ନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏ ଲୋକଟା ତୋଳିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
‘ଏହି ଲୋକଟି ନିର୍ମାଣ କରିବାକୁ ଆରମ୍ଭ କଲା, କିନ୍ତୁ କାର୍ଯ୍ୟ ଶେଷ କରିପାରୁ ନାହିଁ!’
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏ ଲୋକଟା ତିଆରି କରିବାକୁ ଆରମ୍ଭ କରି ଶେଷ କରିପାରିଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏ ଲୋକଟା ତିଆରି କରିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ “ಹ್ಯಾ ಮಾನ್ಸಾನ್ ಘರ್ ಭಾಂದುಕ್ ಚಾಲು ಕರ್‍ಲ್ಯಾನ್, ಖರೆ, ಸಾರುಕ್ ತೆಕಾ ಹೊಯ್ನಾ ಹೊಲಾ” ಮನ್ತ್ಯಾತ್.