Luke 14:35 — Compare Translations
7 translations compared side by side
Odia - 1840
"ଏ ହକେୁ ତୁମ୍ଭମାନେେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ଯ ବ୍ଯବହାର କରି ପାରିବନାହିଁ। ଲୋକେ ତାକୁ ଫୋପାଡି ଦିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଭୂମି କିମ୍ଵା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି । ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାହା ଚାଷ ଜମି ବା ଖତ ପାଇଁ ମଧ୍ୟ ଅନୁପଯୁକ୍ତ। ତେଣୁ ତାହାକୁ ଫିଙ୍ଗି ଦିଆଯାଏ। ଶୁଣିବାକୁ କାନ ଥିଲେ, ଶୁଣ।”
Odia Bible ERV 2004 (ପବିତ୍ର ବାଇବଲ)
ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।” “ଯାହାର ଶୁଣିବାର ଅଛି, ସେ ଶୁଣୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
Odia IRV 2017 (ଓଡିଆ ବାଇବେଲ)
ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି । ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತೆ ಮಿಟ್, ನಾ ಮಾಟಿ ಹೊವ್ಕ್ ನಾ ಗೊಬರ್ ಹೊವ್ಕ್; ಉಪಯೊಗಾಕ್ ಯೆತಾ ತೆ ಧುರ್ ನ್ಹೆವ್ನ್ ಟಾಕ್ತಲೆ, ತವ್ಡೆಚ್”, ತುಮ್ಕಾ ಆಯ್ಕುಕ್ ಮನ್ ರ್ಹಾಲ್ಯಾರ್ ಆಯ್ಕಾ! ಮಟ್ಲ್ಯಾನ್.