Luke 15:18 — Compare Translations
7 translations compared side by side
Odia - 1840
"ମୁଁ ଏ ସ୍ଥାନ ଛାଡି ମାେ ବାପାଙ୍କ ପାଖକୁ ଫରେିୟିବି।' ମୁଁ ତାହାଙ୍କୁ କହିବି, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ବାପାଙ୍କ ନିକଟକୁ ଯିବି ଓ କହିବି, ବାପା, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଦୋଷ କରିଛି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
Odia IRV 2017 (ଓଡିଆ ବାଇବେଲ)
ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಮಿಯಾ ಉಟ್ತಾ, ಅನಿ ಮಾಜ್ಯಾ ಬಾಬಾಕ್ಡೆ ಜಾತಾ, ಅನಿ ಬಾಬಾ, ತುಜ್ಯಾ ಅನಿ ದೆವಾಚ್ಯಾ ವಾಟೆಕ್ ವ್ಹಾಕ್ಡೆ ಜಾವ್ನ್, ಮಿಯಾ ಪಾಪ್ ಕರ್ಲೊ.