Luke 15:25 — Compare Translations

7 translations compared side by side

Odia - 1840
"ଏହି ସମୟରେ ଲୋକଟିର ବଡ ପୁଅ କ୍ଷତେ ରେ ଥିଲା। ଫରେିଲା ବେଳେ, ଘର ପାଖାପାଖି ପହଞ୍ଚିବା ବଳକେୁ ସେ ନାଚଗୀତର ଶବ୍ଦ ଶୁଣିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ତାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶଦ୍ଦ ଶୁଣି,
Odia BSI (ପବିତ୍ର ବାଇବଲ (CL) NT (BSI))
“ସେହି ସମୟରେ ବଡ଼ ପୁଅ କ୍ଷେତରେ ଥିଲା। ସେ ଫେରିବାବେଳେ ତା’ର ଘର ପାଖରେ ପହଞ୍ଚି ନୃତ୍ୟବାଦ୍ୟର ଶବ୍ଦ ଶୁଣି ପାରିଲା।
Odia Bible ERV 2004 (ପବିତ୍ର ବାଇବଲ)
ବଡ଼ ପୁଅ ଆସିଲା “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା । ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾಚ್ ಎಳಾರ್, ಶೆತಾಕ್ಡೆ ಗೆಲ್ಲೊ ಥೊರ್‍ಲೊ ಲೆಕ್ ಘರಾಕ್ಡೆ ಯೆವ್ಲಾಗಲ್ಲೊ, ತೊ ಘರಾಚ್ಯಾ ಜಗ್ಗೊಳ್ ಯೆವ್ನ್ ಪಾವಲ್ಲ್ಯಾ ತನ್ನಾ ವಾಜ್ಪಾಂಚೊ, ಅನಿ ನಾಚ್ ಚಲಲ್ಲೊ ಅವಾಜ್ ತೆಚ್ಯಾ ಕಾನಾರ್ ಪಡ್ಲೊ.