Luke 16:11 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ଵସ୍ତ ହୋଇନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ଵାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ତୁମ୍ଭେମାନେ ଜାଗତିକ ଧନର ପରିଚାଳନାରେ ଅବିଶ୍ୱସ୍ତ ହୋଇଛ, ତେବେ ଶାଶ୍ୱତ ଧନ ପାଇଁ ତୁମ୍ଭମାନଙ୍କୁ କିପରି ବିଶ୍ୱାସ କରାଯିବ?
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜರ್, ತುಮ್ಕಾ ಹ್ಯಾ ಜಗಾತ್ಲಿ ವಿಶಯಾಚ್ ಸಂಬಾಳುಕ್ ಹೊಯ್ನ್ಯಾತ್, ತರ್ ಖರ್ಯಾ, ಅನಿ ಲೈ ಕಿಮ್ತಿಚ್ಯಾ ಸರ್ಗಾ ವೈಲ್ಯಾ ಜವಾಬ್ದಾರಿಕ್ ತುಮಿ ಕಶೆ ವಿಶ್ವಾಸಾನ್ ರ್ಹಾವ್ಕ್ ಹೊತಾ?